ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛୋଟକାଟିଆ ଲାଞ୍ଚ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛୋଟକାଟିଆ ଲାଞ୍ଚ   ବିଶେଷ୍ୟ

ଅର୍ଥ : କୌଣସି କାମ କରାଇବା ପାଇଁ ଅନୁଚିତ ଉପାୟରେ କମ୍ ମାତ୍ରାରେ ଦିଆ ଯାଉଥିବା ବା ନିଆ ଯାଉଥିବା ଦ୍ରବ୍ୟ ଆଦି

ଉଦାହରଣ : ସେ ଏହି କାମ ପାଇଁ ମୋତେ ଛୋଟକାଟିଆ ଲାଞ୍ଚ ଦେବାକୁ ଉଦ୍ୟମ କଲା

कोई कार्य अपने अनुकूल कराने के लिए अनुचित रीति से कम मात्रा में दिया जाने वाला या लिया जाने वाला द्रव्य आदि।

उसने मुझे इस काम के लिए छोटी रिश्वत देने की कोशिश की।
चिरमिरी, छोटी घूस, छोटी रिश्वत

Payment made to a person in a position of trust to corrupt his judgment.

bribe, payoff