ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛାତି ହାଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛାତି ହାଡ଼   ବିଶେଷ୍ୟ

ଅର୍ଥ : ମନୁଷ୍ୟ, ପଶୁଆଦିଙ୍କ ଛାତିର ପଞ୍ଜରା ପାର୍ଶ୍ୱରେଥିବା ଗୋଲାକାର ହାଡ଼

ଉଦାହରଣ : ସେ ଏତେ ଦୁର୍ବଳ ହୋଇଛି ଯେ ତାର ପଞ୍ଜରା ହାଡ଼ ଦେଖାଯାଉଛି

ସମକକ୍ଷ : ପଞ୍ଜରା, ପଞ୍ଜରା କାଠି, ପଞ୍ଜରା ହାଡ଼

मनुष्य, पशु आदि की छाती के पंजर में की आड़ी और कुछ गोलाकार हड्डी।

वह इतना दुबला है कि उसकी पसलियाँ दिखाई दे रही हैं।
पँसुली, पर्शुका, पसली, पाँसुरी, पार्श्व, पार्श्वास्थि

Any of the 12 pairs of curved arches of bone extending from the spine to or toward the sternum in humans (and similar bones in most vertebrates).

costa, rib