ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛତୁଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛତୁଆ   ବିଶେଷ୍ୟ

ଅର୍ଥ : ଭଜା ହୋଇଥିବା ଜୋଆର,ଚଣା ଆଦିର ଚୂର୍ଣ୍ଣ

ଉଦାହରଣ : ଜେଜେ ଛତୁଆ ଖାଉଛନ୍ତି

भुने हुए जौ, चने आदि का चूर्ण।

दादाजी सत्तू खा रहे हैं।
धानाचूर्ण, शक्तु, सतुआ, सत्तु, सत्तू

ଅର୍ଥ : ସବୁଜ ଚଣା ବା ମଟର ଚୂନାକୁ ଭାଜି ତିଆରି କରାଯାଉଥିବା ଏକ ପ୍ରକାର ବ୍ୟଞ୍ଜନ

ଉଦାହରଣ : ନିମୋନା ବହୁ ସ୍ୱାଦିଷ୍ଟ ଲାଗେ

ସମକକ୍ଷ : ନିମୋନା

पिसे हुए हरे चने या मटर के दानों को भूनकर बनाया हुआ एक व्यंजन।

निमोना बहुत स्वादिष्ट होता है।
निमोना

A particular item of prepared food.

She prepared a special dish for dinner.
dish