ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛଇଛଟକ ଦେଖାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛଇଛଟକ ଦେଖାଇବା   କ୍ରିୟାପଦ

ଅର୍ଥ : ହାବଭାବ ଦେଖାଇ ସ୍ତ୍ରୀଲୋକମାନଙ୍କ ଭଳି ଆଙ୍ଗୁଳି,ହାତ, ଆଖିଆଦି ନଚାଇବା

ଉଦାହରଣ : ହିଞ୍ଜଡ଼ାମାନେ କଥା କହିଲାବେଳେ ହାତ, ମୁହଁଆଦିରେ ଛଇଛଟକ ଦେଖାନ୍ତି

नखरे से स्त्रियों की तरह उँगलियाँ, हाथ, आँखें आदि नचाना।

हिंजड़े बात करते समय हाथ, मुँह आदि मटकाते हैं।
मटकाना

Show, express or direct through movement.

He gestured his desire to leave.
gesticulate, gesture, motion