ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚୋରାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚୋରାଇବା   କ୍ରିୟାପଦ

ଅର୍ଥ : କୌଣସି ବିଦ୍ୟାକୁ ଗୁପ୍ତ ଭାବରେ ପ୍ରାପ୍ତ କରିନେବା

ଉଦାହରଣ : ସେ ଇଂରେଜୀ ଗୀତର ସ୍ୱରକୁ ଚୋରାଇଲା

किसी विद्या को गुप्त रूप से प्राप्त कर लेना।

उसने अंग्रेजी गाने की धुन चुराई।
उड़ाना, चुराना

Take without the owner's consent.

Someone stole my wallet on the train.
This author stole entire paragraphs from my dissertation.
rip, rip off, steal

ଅର୍ଥ : ଚୋରି କରିବାପାଇଁ ପ୍ରବୃତ୍ତ କରିବା

ଉଦାହରଣ : ଜଗୁଆଳି କାରଖାନାର ଜିନିଷ ଚୋରାଇଲା

ସମକକ୍ଷ : ଅପହୃତ କରିବା, ଚୋରିକରିବା, ହରଣ କରିବା

चोरी करने में प्रवृत्त करना।

पहरेदार ने कारखाने का सामान चुरवाया।
चुरवाना