ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚେକ ଭଙ୍ଗାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚେକ ଭଙ୍ଗାଇବା   କ୍ରିୟାପଦ

ଅର୍ଥ : ଚେକକୁ ବ୍ୟାଙ୍କରେ ଜମାକରି ସେଥିରେ ଲିଖିତ ରାଶି ପ୍ରାପ୍ତକରିବା

ଉଦାହରଣ : ତା ପାଖରେ ପଇସା ନିଶ୍ଚୟ ଥିବ କାରଣ ଆଜିହିଁ ସେ ଚେକ ଭଙ୍ଗାଇଛି

चेक को बैंक में जमा कर उसमें लिखित राशि प्राप्त करना।

उसके पास पैसे अवश्य होगें क्योंकि आज ही उसने चेक भुनाया है।
चेक भुनवाना, चेक भुनाना

Exchange for cash.

I cashed the check as soon as it arrived in the mail.
cash, cash in

ଅର୍ଥ : ଚେକ ଭଙ୍ଗାଇବା କାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ମୁଁ ମୋ ଝିଅଦ୍ୱାରା ଚେକ ଭଙ୍ଗାଇଲି

चेक भुनाने का काम दूसरे से करवाना।

मैंने अपनी बेटी से चेक भुनवाया।
चेक भुनवाना