ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚୂର୍ଣ୍ଣହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚୂର୍ଣ୍ଣହେବା   କ୍ରିୟାପଦ

ଅର୍ଥ : ଭାଙ୍ଗି ଗୁଣ୍ଡହେବା

ଉଦାହରଣ : ଢେଲାଟି ହାତକୁ ଆସିବାମାତ୍ରେ ହିଁ ଗୁଣ୍ଡହୋଇଗଲା

ସମକକ୍ଷ : ଗୁଣ୍ଡହେବା, ଟିକିଟିକି ହେବା, ଭଗ୍ନହେବା ଚୂନଚୂନା ହେବା

भुरभुरा होना।

ढेला हाथ में आते ही भुरभुरा गया।
भुरभुराना

Become powder or dust.

When it was blown up, the building powderized.
powderise, powderize, pulverise, pulverize

ଅର୍ଥ : ଅତିଅଳ୍ପ ଆଘାତରେ ଚୂନା ହୋଇଯିବା

ଉଦାହରଣ : ତଳେ ପଡ଼ିବାମାତ୍ରେ ହିଁ ପାମ୍ପଡ଼ ଚୂନା ହୋଇଗଲା

ସମକକ୍ଷ : ଗୁଣ୍ଡହେବା, ଚୂନାହେବା, ଚୂରିହେବା

बहुत थोड़े आघात से चूरचूर हो जाना।

नीचे गिरते ही पापड़ चुरचुरा गया।
चुरचुराना

Break or fall apart into fragments.

The cookies crumbled.
The Sphinx is crumbling.
crumble, fall apart