ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚୁଚୁକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚୁଚୁକ   ବିଶେଷ୍ୟ

ଅର୍ଥ : ଛୋଟ ପିଲାଙ୍କ ଦୁଧ ବୋତଲର ଉପର ଭାଗ ଯାହା ପାଟିରେ ପୁରାଇ ସେ ଚୁଚୁମୁ ଥାଏ

ଉଦାହରଣ : ଚୁଚୁମା ଦେଖିଲା ମାତ୍ରେ ପିଲାଟି କାନ୍ଦ ବନ୍ଦ କରିଦେଲା

ସମକକ୍ଷ : ଚୁଚୁମା

छोटे बच्चों के दूध की शीशी का ऊपर का भाग जो मुँह में डालकर वे चुबलाते हैं।

चुसनी देखते ही बच्चे ने रोना बंद कर दिया।
चुसनी, चूचुक, ढेंपनी

A flexible cap on a baby's feeding bottle or pacifier.

nipple

ଅର୍ଥ : ସ୍ତ୍ରୀ ବା ମାଈ ପଶୁଙ୍କ ସ୍ତନର ଅଗ୍ରଭାଗ ଯେଉଁଥିରୁ ଦୁଧ ବାହାରେ

ଉଦାହରଣ : ଏହି ଗାଈର ଗୋଟିଏ ଚିରରେ ଘା’ ହୋଇଛି

ସମକକ୍ଷ : ଚିର

स्त्रियों या मादा पशुओं के स्तन का अग्र भाग जिससे दूध निकलता है।

इस गाय की एक चूची में घाव हो गया है।
चुचुक, चूँची, चूचक, चूची, चूचुक, ढिंपनी, ढिपनी, ढेंपनी, ढेपनी, पिप्पलक, बोबा, भिटनी, वृंत, वृन्त

The small projection of a mammary gland.

mamilla, mammilla, nipple, pap, teat, tit