ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚୀବର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚୀବର   ବିଶେଷ୍ୟ

ଅର୍ଥ : ସନ୍ୟାସୀ ବା ଭିକ୍ଷୁମାନଙ୍କ ପିନ୍ଧା କପଡ଼ା

ଉଦାହରଣ : ବୌଦ୍ଧ ଭିକ୍ଷୁ ଚୀବର ପିନ୍ଧିଥିଲେ

संन्यासियों या भिक्षुओं के पहनने का कपड़ा।

बौद्ध भिक्षु चीवर पहने हुए था।
चीवर

ଅର୍ଥ : ସନ୍ୟାସୀ ବା ଭିକ୍ଷୁ ପିନ୍ଧୁଥିବା ଲୁଗା

ଉଦାହରଣ : ଗେରୁଆ ଚୀବର ପିନ୍ଧି ବୌଦ୍ଧ ଭିକ୍ଷୁ ବୁଲୁଥିଲେ

सन्यासियों या भिक्षुओं के पहनने का कपड़ा।

भगवा चीर पहनकर बौद्ध भिक्षु घूम रहे हैं।
चीर