ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚିଡ଼ିଯିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚିଡ଼ିଯିବା   କ୍ରିୟାପଦ

ଅର୍ଥ : ଅପ୍ରସନ୍ନ ହେବା

ଉଦାହରଣ : ସେ କଥାକଥାରେ ଚିଡ଼ିଯାଏ

ସମକକ୍ଷ : ବିରକ୍ତହେବା

अप्रसन्न होना।

वह बात-बात पर चिढ़ जाता है।
खिजना, खीजना, चमकना, चिढ़कना, चिढ़ना

ଅର୍ଥ : କ୍ରୋଧିତ ବା କ୍ଷୁଣ୍ଣହୋଇ କହିବା

ଉଦାହରଣ : କାର୍ଯ୍ୟାଳୟରେ ଜଣେ କର୍ମଚାରୀଙ୍କୁ ନପାଇ ଅଧିକାରୀ ବିରକ୍ତହେଲେ

ସମକକ୍ଷ : ଅସନ୍ତୁଷ୍ଟହେବା, ବିଗିଡ଼ିବା, ବିରକ୍ତହେବା, ରାଗିଯିବା

क्रुद्ध या खिन्न होकर बोलना।

कार्यालय में एक कर्मचारी को न पाकर अधिकारी झल्लाया।
झनकना, झल्लाना, तमकना, तमना, बिगड़ना

Arouse or excite feelings and passions.

The ostentatious way of living of the rich ignites the hatred of the poor.
The refugees' fate stirred up compassion around the world.
Wake old feelings of hatred.
fire up, heat, ignite, inflame, stir up, wake