ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପଠାଯାଉଥିବା ମାଲ୍ର ରସିଦ୍ ଯାହାକୁ ଦେଖାଇଲେ ପାଇବା ଲୋକକୁ ସେହି ମାଲ୍ ମିଳେ
ଉଦାହରଣ : ପାଟଣା ରେଳ ଷ୍ଟେସନରେ ଚାଲାଣ ଦେଖାଇ ମାମୁ ପାର୍ସଲ ପାଇଲେ
ସମକକ୍ଷ : ବିଲ୍ଟି
रेल या ट्रक आदि के द्वारा भेजे जाने वाले माल की वह रसीद जिसे दिखाने से पाने वाले को वह माल मिलता है।
A receipt given by the carrier to the shipper acknowledging receipt of the goods being shipped and specifying the terms of delivery.
ସଂସ୍ଥାପନ କରନ୍ତୁ