ଅର୍ଥ : ଘଡି,ବାଜା ଆଦିର ଯେଉଁ ଉପକରଣକୁ ବୁଲାଇ କୁଞ୍ଚି ବା ଘୂରା ଦେବା କାରଣରୁ ସେହି ଘଡି,ବାଜା ଆଦି ଗତିମାନ ହୋଇଯାଏ
ଉଦାହରଣ :
ପିଲାଟି ବାଜାର ଚାବିକୁ ମୋଡ଼ୁଛି
ଅର୍ଥ : କେତେକ ଯନ୍ତ୍ରର ଯାନ୍ତ୍ରିକ କାର୍ଯ୍ୟ ସମ୍ପାଦନ କରିବାପାଇଁ ବ୍ୟବହୃତ କିବୋର୍ଡ଼ରେ ଥିବା ଆକୃତିଗୁଡ଼ିକ ମଧ୍ୟରୁ ଗୋଟିଏ
ଉଦାହରଣ :
ଏହି କିବୋର୍ଡ଼ର କେତେକ ଚାବି ଖରାପ ହୋଇଯାଇଛି
ସମକକ୍ଷ : କି
ଅର୍ଥ : ତାଲାକୁ ଖୋଲିବା ଏବଂ ବନ୍ଦ କରିବାପାଇଁ ବ୍ୟବହୃତ ଉପକରଣ
ଉଦାହରଣ :
ମୋ ତାଲାର ଚାବି ହଜିଯାଇଛି
ସମକକ୍ଷ : କୁଞ୍ଚି