ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚରାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚରାଇବା   କ୍ରିୟାପଦ

ଅର୍ଥ : ଚରିବାକାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ଜମିଦାର ଚାକରଦ୍ୱାରା ଗାଈ ଚରାଉଛନ୍ତି

ସମକକ୍ଷ : ଚରେଇବା

चराने का काम दूसरे से कराना।

जमींदार नौकर से गाय चरवा रहा है।
चरवाना

ଅର୍ଥ : ପଶୁମାନଙ୍କୁ ଚରିବାପାଇଁ ସୁଯୋଗ ଦେବା

ଉଦାହରଣ : ସେ ଗାଈ ଚରାଉଛି

पशुओं को चरने के लिए अवसर देना।

वह गाय चरा रहा है।
चराना

Let feed in a field or pasture or meadow.

crop, graze, pasture