ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚମ୍ପେଇନେଉଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚମ୍ପେଇନେଉଳ   ବିଶେଷ୍ୟ

ଅର୍ଥ : ଝିଟିପିଟି ଆକାରର ଏକ ପତଳା ଛୋଟ ପୋକ ଯାହାର ଶରୀରରେ ସୁନ୍ଦର ଲମ୍ବା ଗାର ସବୁ ପଡ଼ିଥାଏ

ଉଦାହରଣ : ଚମ୍ପେଇନେଉଳ ମାଟିକାନ୍ଥଉପରେ ଘୁଷୁରି ଚାଲୁଛି

छिपकली के आकार का एक पतला छोटा कीड़ा जिसके शरीर पर सुंदर लंबी धारियाँ होती हैं।

बभनी मिट्टी की दीवाल पर रेंग रही है।
बभनी, बम्हनी

ଅର୍ଥ : ଗୋଧି ଜାତିର ଗୋଟିଏ ବିଷାକ୍ତ ଜନ୍ତୁ

ଉଦାହରଣ : ଚମ୍ପେଇନେଉଳ ଦେଖିବାପାଇଁ ବଡ଼ ଝିଟିପିଟି ଭଳି ହୋଇଥାଏ

गोह की जाति का एक विषैला जंतु।

बिसखपरा देखने में बड़ी छिपकली जैसा होता है।
बिसखपरा, बिसखापर, विषकोपरा