ଅର୍ଥ : ଗୋଟିଏ କଳ୍ପିତ ରତ୍ନ
ଉଦାହରଣ :
ଏଭଳି ବିଶ୍ୱାସ କରାଯାଏ ଯେ ଚନ୍ଦ୍ରକାନ୍ତ ମଣିକୁ ଚନ୍ଦ୍ରଙ୍କ ସାମନାରେ ରଖିଲେ ତାହା ତରଳି ଯାଏ
ସମକକ୍ଷ : ଚଂଦ୍ରକାଂତ, ଚଂଦ୍ରକାଂତ ମଣି, ଚଂଦ୍ରକାଂତ ଶିଳା, ଚନ୍ଦ୍ରକାନ୍ତ ମଣି, ଚନ୍ଦ୍ରକାନ୍ତ ଶିଳା
ଅର୍ଥ : ଏକ ରାଗ
ଉଦାହରଣ :
ଚନ୍ଦ୍ରକାନ୍ତ ରାଗକୁ ହିଣ୍ଡୋଳ ରାଗର ପୁତ୍ର ବୋଲି ବିଚାର କରାଯାଏ
ସମକକ୍ଷ : ଚଂଦ୍ରକାଂତ, ଚଂଦ୍ରକାଂତ ରାଗ, ଚନ୍ଦ୍ରକାନ୍ତ ରାଗ