ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚତୁର୍ଭୁଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚତୁର୍ଭୁଜ   ବିଶେଷ୍ୟ

ଅର୍ଥ : ଚାରୋଟି କୋଣଥିବା ଏକ ଆକୃତି

ଉଦାହରଣ : ଛାତ୍ରଟି କଳାପଟା ଉପରେ ଚତୁର୍ଭୁଜ ଆଙ୍କୁଛି

ସମକକ୍ଷ : ଚତୁଷ୍କୋଣ, ଚାରିକୋଣିଆ ଆକୃତି

वह आकृति जिसमें चार कोने हों।

छात्र श्यामपट्ट पर चौकोर बना रहा है।
चौकोन, चौकोना, चौकोर

Any artifact having a shape similar to a plane geometric figure with four equal sides and four right angles.

A checkerboard has 64 squares.
square

ଚତୁର୍ଭୁଜ   ବିଶେଷଣ

ଅର୍ଥ : ଚାରି ଭୁଜ ବିଶିଷ୍ଟ

ଉଦାହରଣ : ଏହି ମନ୍ଦିରର କ୍ଷେତ୍ର ଚତୁର୍ଭୁଜ

चार भुजाओं वाला।

इस मंदिर का क्षेत्र चतुर्भुज है।
चतुर्भुज, चतुर्भुजा

Having four sides.

four-sided, quadrilateral