ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଚାନ୍ଦ୍ର ମାସର କୌଣସି ପକ୍ଷର ଚତୁର୍ଥ ତିଥି
ଉଦାହରଣ : ଆଜି ଶୁକ୍ଳପକ୍ଷର ଚତୁର୍ଥୀ
ସମକକ୍ଷ : ଚତୁର୍ଥୀ ତିଥି
चान्द्र मास के किसी पक्ष की चौथी तिथि।
An amount of time.
ଅର୍ଥ : ଚତୁର୍ଥ ଦିନ ସହ ସମ୍ବନ୍ଧିତ ବା ପ୍ରତ୍ୟେକ ଚତୁର୍ଥ ଦିନ ପଡିବାରେ,ଘଟୁଥିବା ବା ହେଉଥିବା
ଉଦାହରଣ : ପ୍ରତ୍ୟେକ ଚତୁର୍ଥ ଦିନ ଆସୁଥିବା ଜ୍ବରକୁ ଚତୁର୍ଥୀ ଜ୍ବର କହନ୍ତି
चौथे दिन से संबंधित या हर चौथे दिन आने, घटने या होनेवाला।
ସଂସ୍ଥାପନ କରନ୍ତୁ