ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚଟଣି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚଟଣି   ବିଶେଷ୍ୟ

ଅର୍ଥ : ଖାଦ୍ୟବସ୍ତୁ ସହିତ ଚାଟି ଖିଆହେଉଥିବା ଓଦାଳିଆ ରାଗମିଶା ଜିନିଷ ଯାହାକୁ ବାଟି ବା କୁଟିକରି ତିଆରି କରାଯାଇଥାଏ

ଉଦାହରଣ : ମାଆ ଆଜି ଆମ୍ବ ଚଟଣି ତିଆରି କରୁଛନ୍ତି

खाद्य वस्तु के साथ चाटने की गीली चटपटी वस्तु जो पीसकर, मसलकर या कूचकर बनाई जाती है।

माँ आज आम की चटनी बना रही है।
चटनी

ଅର୍ଥ : ଚପିଯାଇ ସମ୍ପୂର୍ଣ୍ଣରୂପେ ବିକୃତ ହୋଇଯିବାର ଅବସ୍ଥା

ଉଦାହରଣ : ଲଢ଼େଇରେ ପତଳା ମୁଷ୍ଠିଯୋଦ୍ଧା ମୋଟା ମୁଷ୍ଠିଯୋଦ୍ଧାକୁ ମାରିମାରି ଚଟଣି କରିଦେଲା

दबने आदि से बिल्कुल विकृत हो जाने की अवस्था।

पतले मुक्केबाज़ ने मुक़ाबले में मोटे मुक्केबाज़ को मार-मारकर भरता बना दिया।
कचूमर, भरता, भुरता