ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚକୋରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚକୋରୀ   ବିଶେଷ୍ୟ

ଅର୍ଥ : ମାଈ ଚକୁଆ

ଉଦାହରଣ : ଚକୋରୀ ନିଜ ପିଲାଙ୍କୁ ଦାନା ଦେଉଛି

ସମକକ୍ଷ : ଚକୋଈ, ଚକ୍ରବାକୀ

मादा चकवा।

चकई अपने बच्चे को दाना चुगा रही है।
कोकी, चकई, चकवी, चक्रवाकी

ଅର୍ଥ : ମାଈ ଚକୋର

ଉଦାହରଣ : ଚକୋରୀ ନୀଡ଼ରେ ନିଜ ପିଲାଙ୍କୁ ଦାନା ଦେଉଛି

ସମକକ୍ଷ : ଚକୋରିକା, ଚକ୍ରବାକୀ

मादा चकोर।

चकोरी नीड़ में अपने बच्चों को दाना चुगा रही है।
चकोरिया, चकोरी

Warm-blooded egg-laying vertebrates characterized by feathers and forelimbs modified as wings.

bird