ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଶସ୍ୟ ପେଷିବା ବା ଦଳିବା ପାଇଁ ମାନବ ଚାଳିତ ଏକ ଯନ୍ତ୍ର ଯେଉଁଥିରେ ଦୁଇଟି ଗୋଲ ପଥରଖଣ୍ଡ ଲାଗେ
ଉଦାହରଣ : ଆଜିବି କିଛି ଗ୍ରାମୀଣ ମହିଳା ଚକିରେ ଅଟା ପେଷନ୍ତି
अनाज पीसने या दलने का एक मानव चालित यंत्र जिसमें दो गोल पत्थर के पाट लगे रहते हैं।
Machinery that processes materials by grinding or crushing.
ଅର୍ଥ : ଶସ୍ୟ, ଅନ୍ନ, ଦାନା, ଆଦି ପେଷିବାର ଯନ୍ତ୍ର ଯାହା ବିଜୁଳି, ମୋଟର ଆଦିରେ ଚାଲିଥାଏ
ଉଦାହରଣ : ଏହି କଳର ଅଟା ମୋଟା ହୋଇଥାଏ
ସମକକ୍ଷ : କଳ, ମିଲ
अनाज, गल्ले, दाने आदि पीसने का यंत्र जो बिजली, मोटर आदि से चलता है।
A mill for grinding grain into flour.
ଅର୍ଥ : ବୁଲବୁଲ, ଛଞ୍ଚାଣଆଦି ପକ୍ଷୀଗୁଡ଼ାଙ୍କର ବସିବା ସ୍ଥାନ
ଉଦାହରଣ : ଛଞ୍ଚାଣ ଏହି ଅଶ୍ୱତ୍ଥ ଗଛ ଉପରେ ଚକ୍ର କାଟୁଛି
ସମକକ୍ଷ : ଚକ୍ର
बुलबुल, बाज आदि पक्षियों के बैठने का स्थान।
Support consisting of a branch or rod that serves as a resting place (especially for a bird).
ଅର୍ଥ : କାଗଜ ଆଦିରେ ତିଆରି ଯେଉଁ ଖେଳନାଟି ପବନ ସହାୟତାରେ ନାଚୁଥାଏ
ଉଦାହରଣ : ଯେତେ ଯୋରରେ ପବନ ବହିବ, ଚକ୍ରି ସେତେ ଯୋରରେ ବୁଲିବ
ସମକକ୍ଷ : ଚକରି, ଚକ୍ରି
कागज आदि का बना वह खिलौना जो हवा की सहायता से नाचता है।
A toy consisting of vanes of colored paper or plastic that is pinned to a stick and spins when it is pointed into the wind.
ଅର୍ଥ : ହାତରେ ଚଳା ହେଉଥିବା ଗୋଟିଏ ପ୍ରକାର ଚକି
ଉଦାହରଣ : ପେଷଣାରେ ଶସ୍ୟ ଚୂରା ଯାଏ
ସମକକ୍ଷ : ପେଷଣା
हाथ से चलनेवाली एक प्रकार की चक्की।
ସଂସ୍ଥାପନ କରନ୍ତୁ