ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚକାମୁଣ୍ଡି ବସିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚକାମୁଣ୍ଡି ବସିବା   କ୍ରିୟାପଦ

ଅର୍ଥ : ଡାହାଣଗୋଡ଼ର ପାଦ ବାମପେଣ୍ଡା ତଳେ ଓ ବାମଗୋଡ଼ର ପାଦ ଡାହାଣପେଣ୍ଡା ତଳେ ରଖି ବସିବା

ଉଦାହରଣ : ଜଳଖିଆ କରିବାପାଇଁ ସେ ଚକାମାଡ଼ି ବସିଲା

ସମକକ୍ଷ : ଚକାମାଡ଼ି ବସିବା

दाहिने पैर का पंजा बाईं पिंडली के नीचे और बाएँ पैर का पंजा दाहिनी पिंडली के नीचे दबाकर बैठना।

कलेवा करने के लिए वह पलथी मारकर बैठा।
पलथी मारकर बैठना, पलथी मारना, पालथी मारकर बैठना, पालथी मारना

Be seated.

sit, sit down