ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚକଟାଚକଟି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚକଟାଚକଟି   ବିଶେଷ୍ୟ

ଅର୍ଥ : ଗୋଡ଼ରେ ଦଳିବାର ପ୍ରକ୍ରିୟା ବା ଭାବ

ଉଦାହରଣ : ବାସନ ତିଆରି କରିବାପୂର୍ବରୁ କୁମ୍ଭାର ମାଟିକୁ ଚକଟାଚକଟି କରି ନରମ କରେ

ସମକକ୍ଷ : ଦଳାଚକଟା, ଦଳାଦଳି

रौंदने की क्रिया या भाव।

रौंदाई के बाद मिट्टी बर्तन बनाने के लिए तैयार है।
रौंद, रौंदाई

The act of crushing.

compaction, crunch, crush