ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚଉଖୁଣ୍ଟିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚଉଖୁଣ୍ଟିଆ   ବିଶେଷ୍ୟ

ଅର୍ଥ : ଯେଉଁ ଲୁଗାରେ ଚଉଖୁଣ୍ଟିଆ ଘର ତିଆରି ହୋଇଛି

ଉଦାହରଣ : ରମେଶ ଚଉଖୁଣ୍ଟିଆ କନାରେ ଗୋଟିଏ ଜାମା ସିଲେଇ କଲା

वह कपड़ा जिसमें चौखूँटे घर बने होते हैं।

रमेश ने चरखाने का एक कुर्ता सिलवाया।
चारख़ाना, चारखाना, चौख़ाना, चौखाना

A textile pattern of squares or crossed lines (resembling a checkerboard).

She wore a skirt with checks.
check

ଚଉଖୁଣ୍ଟିଆ   ବିଶେଷଣ

ଅର୍ଥ : ଚାରି କୋଣ ବିଶିଷ୍ଟ

ଉଦାହରଣ : ବହିଗୁଡ଼ିକ ଚାରିକୋଣିଆ

ସମକକ୍ଷ : ଚାରିକୋଣ, ଚୌକୋଣ

चार कोनों वाला।

पुस्तकें चौकोनी होती हैं।
चतुष्कोण, चौकोन, चौकोना, चौकोर, चौखूँट, चौखूँटा

Having four equal sides and four right angles or forming a right angle.

A square peg in a round hole.
A square corner.
square