ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚଉକି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚଉକି   ବିଶେଷ୍ୟ

ଅର୍ଥ : ବସିବାପାଇଁ ବ୍ୟବହୃତ ହେଉଥିବା ଏକ ଆସନ ଯାହାର ପଛ ଭାଗ ପିଠିକୁ ଆଶ୍ରୟ ଦେବାପାଇଁ ତିଆରି କରାଯାଇଛି

ଉଦାହରଣ : ବାପା ଚଉକି ଉପରେ ବସି ଖବର କାଗଜ ପଢ଼ୁଛନ୍ତି

ସମକକ୍ଷ : ଚୌକି

बैठने के काम में आने वाला एक आसन जिसके पीछे का भाग पीठ को सहारा देने की दृष्टि से बना होता है।

पिताजी कुर्सी पर बैठकर समाचार पत्र पढ़ रहे हैं।
आराम पीठिका, कुरसी, कुर्सी

A seat for one person, with a support for the back.

He put his coat over the back of the chair and sat down.
chair

ଅର୍ଥ : କାଠରେ ତିଆରି ଚାରି ଗୋଡ଼ ଥିବା ଚାରିକୋଣିଆ ବସ୍ତୁ ଯାହା ବସିବା, ଶୋଇବା ଆଦି କାମରେ ଆସେ

ଉଦାହରଣ : ସେ ଚଉକି ଉପରେ ଚକାମାଡ଼ି ବସିଛି

ସମକକ୍ଷ : ଚୌକି

काठ आदि की बनी चार पायों की चौकोर वस्तु जो बैठने, सोने आदि के काम आती है।

वह चौकी पर पालथी मारकर बैठा है।
चतुष्की, चौकी

ଅର୍ଥ : ଖମ୍ବ ଉପର ଅଥବା ତଳର ଚାରିକୋଣିଆ ଅଂଶ

ଉଦାହରଣ : ସୀମା ଚୌକିଉପରେ ଭରାଦେଇ ବସିପଡ଼ିଲା

ସମକକ୍ଷ : ଚୌକି

खंभे के ऊपर अथवा नीचे का चौकोर भाग।

सीमा चौकी पर टेक लगाकर बैठ गई।
चौकी

An architectural support or base (as for a column or statue).

footstall, pedestal, plinth