ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘୃଷ୍ଣେଶ୍ୱର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘୃଷ୍ଣେଶ୍ୱର   ବିଶେଷ୍ୟ

ଅର୍ଥ : ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ଯେଉଁଟି ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାର ବେରୁଲ ଗ୍ରାମରେ ଅବସ୍ଥିତ

ଉଦାହରଣ : ପୌରାଣିକ କାହାଣୀ ଅନୁସାରେ ଘୁଶ୍ମା ନାମକ ଜଣେ ମହିଳା ଶିବଭକ୍ତା ସର୍ବପ୍ରଥମେ ଘୃଷ୍ଣେଶ୍ୱରଙ୍କ ଆରାଧନା କରିଥିଲେ

बारह ज्योतिर्लिंगों में से एक जो महाराष्ट्र के औरंगाबाद जिले के वेरुल गाँव में स्थित है।

पौराणिक कथा के अनुसार घुश्मा नामक एक महिला शिव भक्त ने सर्वप्रथम घृष्णेश्वर की आराधना की थी।
घुश्मेश्वर, घृष्णेश्वर, घृष्नेश्वर