ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘୃଣ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘୃଣ୍ୟ   ବିଶେଷଣ

ଅର୍ଥ : ଯାହା ଘୃଣା କରିବା ଯୋଗ୍ୟ

ଉଦାହରଣ : ଭୃଣହତ୍ୟା ଏକ ଘୃଣିତ ଅପରାଧ

ସମକକ୍ଷ : କୁତ୍ସିତ, ଘୃଣାସ୍ପଦ, ଘୃଣିତ, ଜଘନ୍ୟ, ବୀଭତ୍ସ

जो घृणा करने के योग्य हो।

भ्रूण-हत्या एक घृणित अपराध है।
अपकृष्ट, अरुचिर, अवद्य, अवमाननी, कुत्सित, घिनौना, घृणास्पद, घृणित, बीभत्स, मकरूह, मक़रूह, रेफ, वीभत्स

Offensive to the mind.

An abhorrent deed.
The obscene massacre at Wounded Knee.
Morally repugnant customs.
Repulsive behavior.
The most repulsive character in recent novels.
abhorrent, detestable, obscene, repugnant, repulsive

ଅର୍ଥ : ଅସହିଷ୍ଣୁତା ବା ଘୃଣାରେ ଉତ୍ପନ୍ନ

ଉଦାହରଣ : ଘୃଣ୍ୟ କାର୍ଯ୍ୟ ହାନିକାରକ ହୋଇଥାଏ

अधैर्य या घृणा से उत्पन्न।

अमर्षज कृत्य हानिकारक होता है।
अमर्षज