ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘଷି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘଷି   ବିଶେଷ୍ୟ

ଅର୍ଥ : ଶୁଖା ଯାଇଥିବା ଗୋବର

ଉଦାହରଣ : ଶୀଲା ଚାରଣ ଭୂମିରେ ବୁଲିବୁଲି ଘଷି ସାଉଁଟୁଛି

ସମକକ୍ଷ : ଶୁଖିଲା ଗୋବର

सूखा हुआ गोबर।

शीला चारागाह में घूम-घूमकर कंडा बीन रही है।
कंडा, कंडी

A piece of dried bovine dung.

buffalo chip, chip, cow chip, cow dung

ଅର୍ଥ : ଜଳେଇବା ନିମନ୍ତେ ଥାପି ଶୁଖାହୋଇଥିବା ଗୋବର

ଉଦାହରଣ : ରଜନୀର ମାଆ ଘଷି ପାରୁଛି

जलाने के लिए थापकर सुखाया हुआ गोबर।

रजनी की माँ उपले पाथ रही है।
उपला, कंडा, गोइँठा, गोइंठा, गोसा, गोहरा, ग्वैंठा, चिपड़ा

A piece of dried bovine dung.

buffalo chip, chip, cow chip, cow dung