ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗ୍ରହଯୋଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗ୍ରହଯୋଗ   ବିଶେଷ୍ୟ

ଅର୍ଥ : ଫଳିତ ଜ୍ୟୋତିଷ ଅନୁସାରେ ଯେଉଁ ଅବସ୍ଥାରେ ଗୋଟିଏ ରାଶିର ଗୋଟିଏ ଅଂଶ ଉପରେ ଏକାଧିକ ଗ୍ରହ ଏକତ୍ର ହୁଅନ୍ତି

ଉଦାହରଣ : ଜ୍ୟୋତିଷ ଜାତକ ଦେଖି କହିଲେ ଯେ ଆପଣଙ୍କ ଏହି ସମୟ ଗ୍ରହଯୋଗ ଦଶାରେ ଗତି କରୁଛି

ସମକକ୍ଷ : ଗ୍ରହଦଶା

फलित ज्योतिष के अनुसार वह अवस्था जब एक राशि के एक ही अंश पर एकाधिक ग्रह एकत्र हो जाते हैं।

पंडितजी ने कुंडली देखकर बताया कि आप इस समय ग्रहयोग की दशा से गुजर रहे हैं।
ग्रहयुति, ग्रहयोग

(astronomy) apparent meeting or passing of two or more celestial bodies in the same degree of the zodiac.

alignment, conjunction