ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୋଲତକିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୋଲତକିଆ   ବିଶେଷ୍ୟ

ଅର୍ଥ : ଗୋଲ ଆକାରର ବଡ଼ ତକିଆ ଯାହାର ସାହାରାରେ ଅଣ୍ଟା ଭାରା ଦେଇବସନ୍ତି

ଉଦାହରଣ : ଖଟିଆଉପରେ ରଖାଯାଇଥିବା ଗୋଲତକିଆର ଖୋଳ ମଇଳା ହୋଇଯାଇଛି

ସମକକ୍ଷ : ଗୋଲମାଣ୍ଡି

वह बड़ा गोल तकिया जिसके सहारे कमर लगाकर बैठते हैं।

दीवान पर रखे मसनद का गिलाफ़ गंदा हो गया है।
गाव-तकिया, गावतकिया, गोल तकिया, पुश्ती, मसनद

A pillow that is often put across a bed underneath the regular pillows.

bolster, long pillow