ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୋବର୍ଦ୍ଧନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୋବର୍ଦ୍ଧନ   ବିଶେଷ୍ୟ

ଅର୍ଥ : ଧାର୍ମିକ ଗ୍ରନ୍ଥଗୁଡିକରେ ବର୍ଣ୍ଣିତ ଏକ ପର୍ବତ

ଉଦାହରଣ : ଭଗବାନ କୃଷ୍ଣ ଗୋବର୍ଦ୍ଧନ ପର୍ବତକୁ ତାଙ୍କ କାଣି ଆଙ୍ଗୁଳିରେ ଉଠାଇଥିଲେ

ସମକକ୍ଷ : ଗୋବର୍ଦ୍ଧନ ଗିରି, ଗୋବର୍ଦ୍ଧନ ପର୍ବତ

धार्मिक ग्रंथों में वर्णित एक पर्वत।

भगवान कृष्ण ने गोवर्धन को अपनी छोटी अंगुली पर उठा लिया था।
गोवर्द्धन, गोवर्धन, गोवर्धन पर्वत

A land mass that projects well above its surroundings. Higher than a hill.

mount, mountain