ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୋଚର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୋଚର   ବିଶେଷ୍ୟ

ଅର୍ଥ : ଗାଁ ନିକଟରେ ଥିବା ଭୂମି ବା ପଡ଼ିଆଜମି ଯାହା ସବୁ ଗାଁବାଲାଙ୍କର ବୋଲି ବୁଝାଯାଏ

ଉଦାହରଣ : ଗୋଚରରେ ଗାଁସବୁର ପଶୁ ଚରନ୍ତି

गाँव के समीप का वह भू-खण्ड या परती ज़मीन जो सब ग्रामीणों की समझी जाती है।

परिहार में गाँव भर के पशु चरते हैं।
परिहार

ଅର୍ଥ : ପଶୁମାନଙ୍କ ଚରିବାପାଇଁ ଯେଉଁ ଜମି ଖାଲି ଛାଡ଼ି ଦିଆଯାଇଛି

ଉଦାହରଣ : ସେ ଗୋଚରକୁ ଗାଈ ଚରାଇବାକୁ ଯାଇଛି

वह भूमि जो पशुओं के चरने के लिए खाली छोड़ दी गई हो।

वह गाय को चारागाह में चराने गया है।
खरक, गोचर, गोचर भूमि, चरनी, चराई, चरागाह, चरी, चारागाह, बुगिअल

A large tract of grassy open land on which livestock can graze.

They used to drive the cattle across the open range every spring.
He dreamed of a home on the range.
range

ଗୋଚର   ବିଶେଷଣ

ଅର୍ଥ : ଯାହାର ଜ୍ଞାନ ଇନ୍ଦ୍ରିୟ ଦ୍ୱାରା ହୋଇପାରେ

ଉଦାହରଣ : ଏହି ସଂସାର ଗୋଚର