ଅର୍ଥ : ଗୋଲାକାର କଣ୍ଟାଯୁକ୍ତ ଧାତୁଖଣ୍ଡ
ଉଦାହରଣ :
ସାଧାରଣତଃ ହାତୀମାନଙ୍କୁ ଧରିବାପାଇଁ ସେମାନଙ୍କ ରାସ୍ତାରେ ଗୋଖରୁ ବିଛାଯାଏ
ଅର୍ଥ : ଝାଲର ତଥା ସୁନେଲି ତାରକୁ ଗୁନ୍ଥି ତିଆରି କରାଯାଉଥିବା ଏକ ପୋଷାକ
ଉଦାହରଣ :
ସ୍ତ୍ରୀଲୋକମାନେ ପୋଷାକରେ ଗୋଖରୁ ଲଗାନ୍ତି
ଅର୍ଥ : ଘର୍ଷଣ ହେବାରୁ ଶରୀରରେ (ବିଶେଷ କରି ଗୋଡରେ) ହୋଇଥିବା ସ୍ପଷ୍ଟ ଗାଢ଼ୁଆ ଚିହ୍ନ
ଉଦାହରଣ :
ଗୋଖରୁ କାରଣରୁ ତାକୁ ଚାଲିବାପାଇଁ କଷ୍ଟ ହେଉଛି
ଅର୍ଥ : ଯେଉଁ କର୍ଣ୍ଣ ଆଭୂଷଣ ଗୋଖରୁ ମଞ୍ଜି ଭଳି ହୋଇଥାଏ
ଉଦାହରଣ :
ମୋ ବୁଢ଼ୀମା ପାଖରେ ଗୋଖରୁ ଥିଲା
ଅର୍ଥ : ଯେଉଁ ପାଉଁଜିରେ ଗୋଖରୁ ମଞ୍ଜି ଭଳି କାରୁକାର୍ଯ୍ୟ ହୋଇଥାଏ
ଉଦାହରଣ :
ତା ଗୋଖରୁ କେଉଁଠି ହଜିଯାଇଛି
ଅର୍ଥ : ଏକ କଣ୍ଟାଳିଆ ମଞ୍ଜି
ଉଦାହରଣ :
ଗୋଡ଼ରେ ଗୋଖରୁ ଗଳିଗଲା
ଅର୍ଥ : ଏକପ୍ରକାର ଗଛ
ଉଦାହରଣ :
ଗୋଖରୁ ମଞ୍ଜି କଣ୍ଟାଳିଆ