ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୋଖରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୋଖରା   ବିଶେଷ୍ୟ

ଅର୍ଥ : ଏକ ଛୋଟ କଣ୍ଟାଳିଆ ଗଛ

ଉଦାହରଣ : ପଗଡଣ୍ଡୀର ଦୁଇପାଖରେ ଅନେକ ଗୋଖରା ଗଛ ଅଛି

ସମକକ୍ଷ : ଗୋଖରା ଗଛ

Any of several herbs of the genus Dipsacus native to the Old World having flower heads surrounded by spiny bracts.

teasel, teasle, teazel

ଅର୍ଥ : ଏକ ଛୋଟ କଣ୍ଟାଳିଆ ଗଛର କଣ୍ଟାଳିଆ ଫଳ

ଉଦାହରଣ : ଗାଈ ଦେହରେ ଗୋଖରା ଫଳ ଲାଗିଯାଇଛି

ସମକକ୍ଷ : ଗୋଖରା ଫଳ

एक छोटे कँटीले पौधे का काँटेदार फल।

गाय के शरीर पर गोखरू चिपक गए हैं।
इक्षुगंधा, इक्षुगन्धा, गोखरू