ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୁଣ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୁଣ୍ୟ   ବିଶେଷ୍ୟ

ଅର୍ଥ : ଯେଉଁ ଅଙ୍କ ସହିତ ଗୁଣନ କରାଯାଏ ବା ଯାହାକୁ ଗୁଣନ କରା ଯାଇଛି

ଉଦାହରଣ : ଯଦି ଗୁଣ୍ୟ ପଚାଶ ଏବଂ ଗୁଣକ ପାଞ୍ଚ ହୁଏ ତେବେ ଗୁଣଫଳ କେତେ ହେବ?

वह अंक जिसे गुणा करना हो या जिसका गुणा किया गया हो।

अगर गुण्य पचास और गुणक पाँच हो तो गुणनफल कितना होगा?
आहत, गुण्य

The number that is multiplied by the multiplier.

multiplicand

ଅର୍ଥ : ସେହି ସଂଖ୍ୟା ଯାହାସହିତ ଗୁଣକକୁ ଗୁଣାଯାଇଥାଏ

ଉଦାହରଣ : ଏହି ପ୍ରଶ୍ନରେ ଗୁଣ୍ୟ ବତିଶ

ସମକକ୍ଷ : ଗୁଣିତ ଅଙ୍କ

वह राशि जिसमें गुणांक से गुणा किया जाए।

इस प्रश्न में गुण्यांक बत्तीस है।
गुणित अंक, गुण्यांक

The number that is multiplied by the multiplier.

multiplicand