ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୁଣୁଗୁଣୁ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୁଣୁଗୁଣୁ ହେବା   କ୍ରିୟାପଦ

ଅର୍ଥ : ମନକୁମନ ଦୁଃଖରେ ଓ ଅସ୍ପଷ୍ଟ ଭାବେ କିଛି କହିବା

ଉଦାହରଣ : କାମ କରିବାକୁ କହିବା ମାତ୍ରେ ସେ ଗୁଣୁଗୁଣୁ ହେଲା

मन ही मन कुढ़कर अस्पष्ट शब्दों में कुछ कहना।

काम करने के लिए कहते ही वह भुनभुनाने लगा।
भुनभुनाना

Make complaining remarks or noises under one's breath.

She grumbles when she feels overworked.
croak, gnarl, grumble, murmur, mutter

ଅର୍ଥ : ଭଣଭଣ ଶବ୍ଦ କରିବା

ଉଦାହରଣ : ଫୁଲ ବଗିଚାରେ ଭଅଁର ଗୁଣୁଗୁଣୁ ହେଉଛନ୍ତି

ସମକକ୍ଷ : ଭଣଭଣହେବା

भन-भन शब्द करना।

पुष्प वाटिका में भौंरे भनभना रहे हैं।
भनभनाना

Make a buzzing sound.

Bees were buzzing around the hive.
bombilate, bombinate, buzz