ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୁଣଗ୍ରାହକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୁଣଗ୍ରାହକ   ବିଶେଷ୍ୟ

ଅର୍ଥ : ଗୁଣ ବା ଗୁଣୀମାନଙ୍କରଆଦର କରୁଥିବା ବ୍ୟକ୍ତି

ଉଦାହରଣ : ଜଣେ ଖାଣ୍ଟି ଗୁଣଗ୍ରାହୀ ବ୍ୟକ୍ତ ହିଁ ଗୁଣକୁ ସମ୍ମାନ କରିବା ଜାଣିଥାଏ

ସମକକ୍ଷ : ଗୁଣଗ୍ରାହୀ

गुणों या गुणियों का आदर करनेवाला व्यक्ति।

एक सच्चा क़दरदाँ ही गुणों की कद्र करना जानता है।
कदरदाँ, कदरदान, कद्रदान, क़दरदाँ, क़दरदान, क़द्रदान, गुणग्राहक, गुणग्राही

ଗୁଣଗ୍ରାହକ   ବିଶେଷଣ

ଅର୍ଥ : ଯେ ଗୁଣ କିମ୍ବା ଗୁଣୀ ବ୍ୟକ୍ତିଙ୍କୁ ଆଦର କରନ୍ତି

ଉଦାହରଣ : ଗୁଣଗ୍ରାହୀ ଲୋକହିଁ ଗୁଣଯୁକ୍ତ ବ୍ୟକ୍ତିମାନଙ୍କର ମୂଲ୍ୟ ଜାଣିପାରେ

ସମକକ୍ଷ : ଗୁଣଗ୍ରାହୀ

जो गुणों या गुणियों का आदर करता हो।

क़दरदाँ व्यक्ति ही गुणियों की कीमत जानता है।
कदरदाँ, कदरदान, कद्रदान, क़दरदाँ, क़दरदान, क़द्रदान, गुणग्राहक, गुणग्राही

Having or showing appreciation or a favorable critical judgment or opinion.

Appreciative of a beautiful landscape.
An appreciative laugh from the audience.
appreciative