ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୁଟିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୁଟିକା   ବିଶେଷ୍ୟ

ଅର୍ଥ : ଏକ ପ୍ରକାରର ସିଦ୍ଧି ଯେଉଁଥିରେ ଗୋଟିଏ ବଟିକା ମୁଁହରେ ପକାଇଲେ ମଣିଷ ଅଦୃଶ୍ୟ ହୋଇଯାଏ

ଉଦାହରଣ : ଗୁରୁଦେବ ଗୁଟିକା ଜାଣନ୍ତି

एक प्रकार की सिद्धि जिसमें एक गोली मुँह में रखने से मनुष्य दिखाई नहीं देता।

गुरुजी गुटिका जानते हैं।
गुटिका

ଅର୍ଥ : ଛୋଟ ଗୁଳୀ ବା ଜିନିଷଖଣ୍ଡ

ଉଦାହରଣ : ବଇଦ ରୋଗୀକୁ ଔଷଧର ଦୁଇଟି ବଟିକା ଦେଲେ

ସମକକ୍ଷ : ବଟିକା

छोटी गोली या टिकिया।

वैद्य ने रोगी को औषध की दो वटिका दी।
वटिका, वटी

Something that resembles a tablet of medicine in shape or size.

pill