ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୁଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୁଆ   ବିଶେଷ୍ୟ

ଅର୍ଥ : ଏକ ଗୋଳ ଫଳ ଯାହାକୁ କାଟି ପାନ ଆଦିସହ ବା ଖାଲି ଖିଆଯାଏ

ଉଦାହରଣ : ପୂଜାରେ ମଧ୍ୟ ଗୁଆର ଉପଯୋଗ ହୁଏ

ସମକକ୍ଷ : ଗୁବାକ, ସୁପାରୀ

एक गोल फल जो विशेषकर काटकर पान आदि के साथ या यूँ ही खाया जाता है।

पूजा में भी सुपाड़ी का उपयोग किया जाता है।
कषायफल, गुवाक, पुंगीफल, पूग, पूग फल, पूगी, पूगीफल, बिंबु, बिम्बु, सुपाड़ी, सुपारी

Seed of betel palm. Chewed with leaves of the betel pepper and lime as a digestive stimulant and narcotic in southeastern Asia.

areca nut, betel nut