ଅର୍ଥ : ଆନ୍ଧ୍ର ପ୍ରଦେଶର ଏକ ଜିଲ୍ଲା
ଉଦାହରଣ :
ଗୁଣ୍ଟୁର ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଗୁଣ୍ଟୁର ସହରରେ ଅବସ୍ଥିତ
ସମକକ୍ଷ : ଗୁଂଟୁର ଜିଲ୍ଲା, ଗୁଣ୍ଟୁର, ଗୁଣ୍ଟୁର ଜିଲ୍ଲା
ଅର୍ଥ : ଆନ୍ଧ୍ର ପ୍ରଦେଶର ଏକ ସହର
ଉଦାହରଣ :
ତୁମ ଫୋନ ଆସିଲା ବେଳକୁ ଆମେ ଗୁଣ୍ଟୁରରୁ ସିକନ୍ଦରାବାଦ ଆଡ଼କୁ ଯାଉଥିଲୁ
ସମକକ୍ଷ : ଗୁଂଟୁର ସହର, ଗୁଣ୍ଟୁର, ଗୁଣ୍ଟୁର ସହର