ଅର୍ଥ : ହିନ୍ଦୁମାନଙ୍କର ଯେଉଁ ଧାର୍ମିକ ଗ୍ରନ୍ଥରେ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ଦେଇଥିବା ଉପଦେଶର ବର୍ଣ୍ଣନା ଅଛି
ଉଦାହରଣ :
ଗୀତାରେ ଅଠରଟି ଅଧ୍ୟାୟ ଅଛି
ସମକକ୍ଷ : ଭଗବଦ୍ ଗୀତା
ଅର୍ଥ : ଯେଉଁ ଛନ୍ଦରେ ଛବିଶଟି ମାତ୍ରା ଥାଏ
ଉଦାହରଣ :
ଗୀତାରେ ଚଉଦତମ ଏବଂ ବାରତମ ମାତ୍ରାରେ ବିରାମ ହୁଏ ଓ ଶେଷରେ ଲଘୁ ଏବଂ ଗୁରୁ ଥାଏ
ସମକକ୍ଷ : ଗୀତିକା