ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗିରଫଦାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗିରଫଦାରୀ   ବିଶେଷ୍ୟ

ଅର୍ଥ : ଗିରଫ ହେବାର କ୍ରିୟା ବା ଭାବ

ଉଦାହରଣ : ଆଜିକାଲି ବଡ଼ ବଡ଼ ନେତାମାନଂକୁ ଗିରଫ କରାଯାଉଛି ଜେଲ୍‌ ଭରୋ ଆନ୍ଦୋଳନରେ ବଡ଼ ବଡ଼ ନେତାମାନେ ନିଜକୁ ଗିରଫ କରାଉଥିଲେ

ସମକକ୍ଷ : ଗିରଫ୍‌

ख़ासकर अपराधियों को गिरफ़्तार करने की क्रिया या भाव।

आज कल बड़े-बड़े नेताओं की गिरफ्तारी हो रही है।
गिरफ़्तारी, गिरफ्तारी

The act of taking of a person by force.

capture, seizure