ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗାଡ଼ି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗାଡ଼ି   ବିଶେଷ୍ୟ

ଅର୍ଥ : ଲୋକ ବା ଆସବାବପତ୍ରକୁ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନରେ ପହଞ୍ଚାଉଥିବା ଏକପ୍ରକାର ବାହନ ଯାହା ଅଧିକାଂଶତଃ ଚକଲଗା ହୋଇଥାଏ

ଉଦାହରଣ : ଆମେ ଚାରିଛକ ଉପରେ ଛିଡ଼ାହୋଇ କୌଣସି ଗାଡ଼ି ଆସିବା ନିମନ୍ତେ ଅପେକ୍ଷା କରୁଥିଲୁ

सामान या आदमियों को एक स्थान से दूसरे स्थान पर पहुँचाने वाला एक वाहन जो अधिकांशतः पहिएदार होता है।

हम लोग चौराहे पर खड़े होकर किसी भी गाड़ी के आने का इंतजार कर रहे थे।
गाड़ी

A conveyance that transports people or objects.

vehicle