ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗାମୁଛା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗାମୁଛା   ବିଶେଷ୍ୟ

ଅର୍ଥ : କଂସେଇ ହାତ ପୋଛୁଥିବା ତଉଲିଆ

ଉଦାହରଣ : କଂସେଇ ରକ୍ତରେ ଜୁଡୁବୁଡୁ ହାତକୁ ଗାମୁଛାରେ ପୋଛୁଛି

कसाई का हाथ पोंछने का तौलिया।

कसाई अपने खून से सने हाथौं को दोशमाल से पौंछ रहा है।
दोशमाल

A rectangular piece of absorbent cloth (or paper) for drying or wiping.

towel

ଅର୍ଥ : ଗାଧୋଇବା ସମୟରେ ପିନ୍ଧୁଥିବା ଲୁଗା

ଉଦାହରଣ : ସେ ଗାଧୋଇବାପାଇଁ ଗାମୁଛା ପିନ୍ଧି ଗାଧୁଆ ଘରେ ପଶିଲେ

नहाते समय पहना जाने वाला कपड़ा।

वह नहाने के लिए पोतिया पहनकर स्नानघर में घुसा।
पोतिया