ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗାନ   ବିଶେଷ୍ୟ

ଅର୍ଥ : ଯେଉଁ ବାକ୍ୟ, ଛନ୍ଦ ବା ପଦ ଗାନ କରାଯାଏ

ଉଦାହରଣ : ମଧୁର କଣ୍ଠରେ କିଏ ଏଇ ଗୀତଟି ଗାଇଲା? ସେଇଟା ଗୀତ ବହି

ସମକକ୍ଷ : ଗୀତ

वह वाक्य, छंद या पद जो गाया जाता है।

किसने मधुर आवाज़ में यह गीत छेड़ा?
यह गीतों की पुस्तक है।
गान, गाना, गीत, तराना, नगमा, नग़मा, नग़्म, नग़्मा, नग्म, नग्मा

A short musical composition with words.

A successful musical must have at least three good songs.
song, vocal

ଅର୍ଥ : ଗାଇବାର ପ୍ରକ୍ରିୟା ବା ଭାବ

ଉଦାହରଣ : ଆମେ ଆଜି ପଣ୍ଡିତ ଜସରାଜଙ୍କ ଗାୟନର ଶୈଳୀକୁ ଉପଭୋଗ କରିବା

ସମକକ୍ଷ : ଗାୟନ

गाने की क्रिया या भाव।

हम आज पंडित जसराज के गायन का आनंद उठायेंगे।
गाना, गायकी, गायन, गीत प्रस्तुति, नग़माकारी

The act of singing vocal music.

singing, vocalizing