ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗାନ୍ଧୀଗିରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗାନ୍ଧୀଗିରୀ   ବିଶେଷ୍ୟ

ଅର୍ଥ : ଗାନ୍ଧୀଜୀଙ୍କର ଯେଉଁ ସିଦ୍ଧାନ୍ତ ବା ମତବାଦରେ ସତ୍ୟ,ଅହିଂସା ଆଦିର ପାଳନ ଅନ୍ତର୍ଭୁକ୍ତ

ଉଦାହରଣ : ଆଜିର ହିଂସାତ୍ମକ ସ୍ଥିତିରେ ଗାନ୍ଧୀବାଦ ଆପଣେଇବା ସରଳ ହେବନାହିଁ

ସମକକ୍ଷ : ଗାନ୍ଧୀନୀତି, ଗାନ୍ଧୀବାଦ

गाँधी जी का सिद्धांत या वाद जिनमें सत्य, अहिंसा आदि का पालन सम्मिलित है।

आज की हिंसात्मक स्थिति में गाँधीवाद अपनाना सरल न होगा।
गाँधीगिरी, गाँधीवाद