ଅର୍ଥ : ସଙ୍ଗୀତର ଏକ ସ୍ୱର
ଉଦାହରଣ :
ସଙ୍ଗୀତର ସାତସ୍ୱର ମଧ୍ୟରୁ ତୃତୀୟଟି ହେଉଛି ଗାନ୍ଧାର
ଅର୍ଥ : ଦୁର୍ଯୋଧନଙ୍କ ମାଆ
ଉଦାହରଣ :
ଗାନ୍ଧାରୀ ଗାନ୍ଧାର ଦେଶର ରାଜକୁମାରୀ
ଅର୍ଥ : ସିନ୍ଧୁ ନଦୀର ପଶ୍ଚିମରେ ସ୍ଥିତ ଏକ ରାଜ୍ୟ
ଉଦାହରଣ :
ପୁରାଣରେ ମଧ୍ୟ ଗାନ୍ଧାରର ବର୍ଣ୍ଣନା ରହିଛି
ସମକକ୍ଷ : ଗାନ୍ଧାର ଦେଶ