ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗାଁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗାଁ   ବିଶେଷ୍ୟ

ଅର୍ଥ : କୌଣସି ଗ୍ରାମରେ ରହୁଥିବା ସମସ୍ତ ଲୋକ

ଉଦାହରଣ : ପାଟିତୁଣ୍ଡି ଶୁଣି ସମଗ୍ର ଗ୍ରାମ ଏକାଠି ହୋଇଗଲା

ସମକକ୍ଷ : ଗ୍ରାମ

किसी गाँव में रहनेवाले लोग।

शोर सुनते ही पूरा गाँव इकट्ठा हो गया।
गाँव, गांव, गाम, ग्राम

A community of people smaller than a town.

settlement, small town, village

ଅର୍ଥ : ବହୁତ ଛୋଟ ବସ୍ତି

ଉଦାହରଣ : ଭାରତର ଅଧିକାଂଶ ଲୋକ ଗାଁଗୁଡ଼ିକରେ ବାସକରନ୍ତି

ସମକକ୍ଷ : ଗ୍ରାମ

खेती बारी आदि करनेवाले लोगों की छोटी बस्ती।

भारत की अधिकांश आबादी गाँवों में निवास करती है।
अवसथ, आवसथ, गाँव, गांव, गाम, ग्राम, दिहात, देहात

A settlement smaller than a town.

hamlet, village