ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଲାକାଲି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଲାକାଲି   ବିଶେଷ୍ୟ

ଅର୍ଥ : ଆଜିର ପୂର୍ବଦିନ

ଉଦାହରଣ : ଏହି ଲେଖା ଗଲାକାଲିର ଖବର କାଗଜରେ ବାହାରିଥିଲା

ସମକକ୍ଷ : ଗତକାଲି

आज से एक दिन पहले वाला दिन।

यह लेख कल के समाचारपत्र में छपा था।
कल

The day immediately before today.

It was in yesterday's newspapers.
yesterday

ଅର୍ଥ : ବିତି ଯାଇଥିବା ସମୟ ବା କାଳ

ଉଦାହରଣ : ଏହି ଉପନ୍ୟାସ ଅତୀତର ଘଟଣାବଳୀ ଉପରେ ଆଧାରିତ ଗଲାକାଲିର କଥାକୁ ମନେ ପକେଇ ଦୁଃଖି ହେବା ଉଚିତ ନୁହେଁ

ସମକକ୍ଷ : ଅତୀତ, ଗତକାଲି

बीता हुआ समय या काल।

यह उपन्यास अतीत की घटनाओं पर आधारित है।
कल की बातों को याद करके दुखी होना अच्छा नहीं।
अतीत, अतीत काल, अतीतकाल, कल, गत काल, पिछला ज़माना, पूर्वकाल, भूत काल, भूतकाल