ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗର୍ଜନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗର୍ଜନ   ବିଶେଷ୍ୟ

ଅର୍ଥ : ଗର୍ଜନ କରିବା କ୍ରିୟାରୁ ଉତ୍ପନ୍ନ ଶବ୍ଦ

ଉଦାହରଣ : ବିରାଡିର ଗର୍ଜନ ଶୁଣି ମୋ ନିଦ ଭାଙ୍ଗିଗଲା

गुर्राने की क्रिया से उत्पन्न शब्द।

बिल्ली की गुर्राहट सुनकर मेरी नींद टूट गई।
गुर्राहट

The sound of growling (as made by animals).

growl, growling

ଅର୍ଥ : କୌଣସି ଭୟଙ୍କର ଜନ୍ତୁର ଘୋର ଶବ୍ଦ

ଉଦାହରଣ : ବାଘର ଗର୍ଜନ ଶୁଣି ଲୋକମାନେ ଇଆଡ଼େ ସିଆଡ଼େ ଦୌଡିବାକୁ ଲାଗିଲେ

ସମକକ୍ଷ : ହେଣ୍ଟାଳ

किसी भयंकर जन्तु का घोर शब्द।

शेर का गर्जन सुनकर लोग इधर-उधर भागने लगे।
गरज, गरजन, गर्जन, गर्जना, दहाड़

The sound made by a lion.

roar

ଅର୍ଥ : ଘୋର ଶବ୍ଦ କରିବା କ୍ରିୟା

ଉଦାହରଣ : ବାଦଲର ଗର୍ଜନ ଓ ବିଜୁଳିର ଚମକ ସହିତ ଭୟଙ୍କର ବର୍ଷା ହେଉଛି

ସମକକ୍ଷ : ଘୋଷ

घोर शब्द करने की क्रिया।

बादलों की गरज और बिजली की कड़क के साथ भयंकर वर्षा हो रही है।
गरज, गरजन, गर्जन, गर्जना, गाज, घोष

A deep prolonged loud noise.

boom, roar, roaring, thunder

ଅର୍ଥ : ଭୟଭୀତ କରିବାପାଇଁ ଜୋରରେ କରାଯାଉଥିବା ଶଦ୍ଦ

ଉଦାହରଣ : ଭୀମର ହୁଂକାର ଶୁଣି କୌରବମାନେ ଡରିଯାଉଥିଲେ

ସମକକ୍ଷ : ହୁଂକାର

भयभीत करने के लिए जोर से किया जाने वाला शब्द।

भीम का हुंकार सुनकर कौरव डर जाते थे।
गरज, गर्जन, गर्जना, हुंकार

A deep prolonged loud noise.

boom, roar, roaring, thunder

ଅର୍ଥ : କୌଣସି ଶବ୍ଦ ବା କଥା ବାରଂବାର କହିବାର ପ୍ରକ୍ରିୟା ବା ଭାବ

ଉଦାହରଣ : ରଡ଼ିରେ କିଛି ଫାଇଦା ନାହିଁ! ତୁ ପିକ୍‌ନିକ୍‌ ଯାଇପାରିବୁ ନାହିଁ

ସମକକ୍ଷ : କୁହାଟ, ରଡ଼ି

कोई शब्द या बात बार-बार कहने की क्रिया या भाव।

रटन से कोई फायदा नहीं! मैंने कहा न तुम्हें पिकनिक पर जाने दूँगी।
रट, रटंत, रटन, रटन्त