ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗରଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗରଳ   ବିଶେଷ୍ୟ

ଅର୍ଥ : ଯେଉଁ ପଦାର୍ଥ ଯାହା ଖାଇଲେ ବା ଶରୀରରେ ପହଞ୍ଚିଲେ ବିଚ୍ୟୁତି ହୁଏ ଏବଂ ବେଳେ ବେଳେ ପ୍ରାଣୀ ମରିଯାଏ

ଉଦାହରଣ : ସମୁଦ୍ର ମନ୍ଥନରୁ ପ୍ରାପ୍ତ ବିଷକୁ ଭଗବାନ ଶଙ୍କର ପିଇଗଲେ

ସମକକ୍ଷ : ଜହର, ବିଷ

वह पदार्थ जिसके खाने या शरीर में पहुंचने से बेचैनी होती है और कभी-कभी प्राणी मर जाता है।

समुद्र मंथन से प्राप्त विष को भगवान शंकर पी गए।
अल, गरल, जंगुल, जहर, ज़हर, धूलक, फणि, भूगर, , माहुर, विष

Any substance that causes injury or illness or death of a living organism.

poison, poisonous substance, toxicant

ଅର୍ଥ : ସମୁଦ୍ର ମନ୍ଥନ ବେଳେ ସମୁଦ୍ରରୁ ବାହାରିଥିବା ପ୍ରଚଣ୍ଡ ବିଷ

ଉଦାହରଣ : ବିଶ୍ୱ କଲ୍ୟାଣପାଇଁ ଭଗବାନ ଶଙ୍କର ହଳାହଳକୁ ପିଇ ଗଲେ

ସମକକ୍ଷ : କାଳକୂଟ, କାଳକୂଟ ବିଷ, ହଳାହଳ, ହଳାହଳ ବିଷ

वह प्रचंड विष जो समुद्रमन्थन के समय समुद्र से निकला था।

भगवान शंकर विश्व कल्याण हेतु हलाहल को पी गए।
कालकूट, सिंधुविष, सिन्धुविष, हलाहल, हलाहल विष